
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 2261.0100 | HW017
ଦନ୍ତ ଚିକିତ୍ସକ ମାନବ ମୁଖ ଗହ୍ଵରର ଯତ୍ନ ବିଷୟରେ ବିଶେଷଜ୍ଞ ଅଟନ୍ତି । ସେ ରୋଗୀର ଦାନ୍ତ, ମାଢ଼ି ଓ ପାଟିର ଚିକିତ୍ସା କରନ୍ତି ।
ସୋନାଲି ରନ୍ଧାୱା ଜଣେ ଦନ୍ତ ଚିକିତ୍ସକ ଏବଂ ବର୍ତ୍ତମାନ ନୂଆଦିଲ୍ଲୀର ହେଲ୍ଥ ସିଷ୍ଟମ୍ ଟ୍ରାନ୍ସଫର୍ମେସନ୍ ପ୍ଲାଟଫର୍ମରେ ହେଲ୍ଥ ସିଷ୍ଟମ୍ ଗଭର୍ଣ୍ଣାନ୍ସ ସହିତ ଗବେଷଣା ସହଯୋଗୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ପଟିଆଲାର ସରକାରୀ ଡେଣ୍ଟାଲ କଲେଜ ଓ ହସ୍ପିଟାଲରୁ ବିଡିଏସ୍ କରିଛନ୍ତି ।
ଏକ ଦନ୍ତ ଚିକିତ୍ସା କ୍ଲିନିକ୍ ପ୍ରତିଷ୍ଠ କରି ମୌଖିକ ଅସ୍ତ୍ରୋପଚାର, କିମ୍ବା କସ୍ମେଟିକ୍ ଦନ୍ତ ଚିକିତ୍ସା କରିପାରିବେ ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ